ସୈନିକ ସ୍କୁଲ ବୁଲିଲେ ଲିଟ୍ୟୁନାଣ୍ଟ ଜେନେରାଲ ଏସ୍. ମୋହନ

‘କ୍ୟାଡର୍‌ମାନେ ପ୍ରତିରକ୍ଷା ବିଭାଗରେ ଯୋଗ ଦିଅନ୍ତୁ’ ଚନ୍ଦ୍ରଶେଖରପୁର : ମଧ୍ୟଭାରତ ଜବଲପୁର କ୍ୟାଣ୍ଟନ୍ ମେଣ୍ଟର କମାଣ୍ଡିଙ୍ଗ୍ ଲିଟ୍ୟୁନାଣ୍ଟ ଜେନେରାଲ ଏସ୍‌.ମୋହନ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ ଭୁବନେଶ୍ବରସ୍ଥିତ ସୈନିକ ସ୍କୁଲ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଏସ୍. ଡୋମିନିକ୍ ରାୟନ୍, କମାଣ୍ଡର ପ୍ରୀତିକା ଶର୍ମା ଏବଂ ବରି ଅଧ୍ୟାପକ ବିଘ୍ନରାଜ ପ୍ରଧାନ ତାଙ୍କୁ ସ୍ୱାଗତ କରିଥିଲେ। ଲିଟ୍ୟୁନାଣ୍ଟ ଜେନେରାଲ ଏସ୍.ମୋହନ ବିଦ୍ୟାଳୟ ପରିସରରେ … Continue reading ସୈନିକ ସ୍କୁଲ ବୁଲିଲେ ଲିଟ୍ୟୁନାଣ୍ଟ ଜେନେରାଲ ଏସ୍. ମୋହନ